୩ ଦଶନ୍ଧି ପରେ ଦୁନିଆ ଦେଖିଲେ ଏହି ଯାଆଁଳା ଶିଶୁ

ନୂଆଦିଲୀ: ମଣିଷ ଜନ୍ମ ହେବା ପ୍ରକ୍ରିୟା ଖୁବ୍ ସରଳ। ମାତ୍ର ବେଳେ କିଛି କ୍ଷେତ୍ରରେ ଏହା ଜଟିଳ ବି ହୋଇଥାଏ। ଆପଣ ଜାଣନ୍ତି ଯେ ଭ୍ରୁଣଟି ସଞ୍ଚାର ହୋଇ ମାଆ ପେଟରେ ୯ ମାସ ରହିବା ପରେ ପିଲା ଜନ୍ମ ହୋଇଥାଏ। ମାତ୍ର ଆମେ ଆଜି ଏପରି ୨ଟି ଭ୍ରୂଣ ବିଷୟରେ କହିବୁ, ଯାହାକି ସଞ୍ଚାର ହେବାର ୩୦ ବର୍ଷ ପରେ ଶିଶୁ ରୂପରେ ଜନ୍ମଲାଭ କରିଛନ୍ତି। ବିଜ୍ଞାନ ଆଗକୁ … Continue reading ୩ ଦଶନ୍ଧି ପରେ ଦୁନିଆ ଦେଖିଲେ ଏହି ଯାଆଁଳା ଶିଶୁ